ଆମ ଦର୍ଶନ

ଏମ୍ସି ଡୋମିନିକ, ଏଗ୍ରିକଲଚର ୱାର୍ଲଡ ମାଗାଜ଼ୀନର ମୁଖ୍ୟ ସମ୍ପାଦକ ଏବଂ କୃଷି ଜାଗରଣ ସଂସ୍ଥାର ପ୍ରତିଷ୍ଠାତା l ଆଜିକୁ ୨୭ ବର୍ଷ ପର୍ଯ୍ୟନ୍ତ ଏହି ସ୍ୱପ୍ନକୁ ନିଜ ହୃଦୟରେ ରଖିଥିଲେ l ୧୯୯୬ ମସିହାରେ କୃଷି ଜାଗରଣ ଆରମ୍ଭ ହେବା ଦିନଠାରୁ ତାଙ୍କର ଦୃଷ୍ଟିକୋଣ ହେଉଛି ଏକ ଗତିଶୀଳ ପ୍ଲାଟଫର୍ମ ସୃଷ୍ଟି କରିବା ଯାହାକି ବିଶ୍ୱବ୍ୟାପୀ ଯୁବକ ଏବଂ କୃଷି ଉଦ୍ୟୋଗୀମାନଙ୍କୁ ଏହି କୃଷି ବୃତ୍ତି ପାଇଁ ଉତ୍ସାହିତ କରିବ l ଯାହାକି କୃଷି ଏବଂ କୃଷି ଦ୍ୱାରା ଜଡିତ ନିଜ ଉତ୍କର୍ଷତା ପାଇଁ ଚେଷ୍ଟା କରିବା ଦିଗରେ କାର୍ଯ୍ୟ କରିବ l


ଆମର ଲକ୍ଷ

-ମିଲିୟନ୍ ମିଲେନେୟାର କୃଷକମାନଙ୍କ ସହିତ ଉତ୍ସବ ପାଳନ କରିବା 

-ଏକ ଲକ୍ଷ କୃଷକଙ୍କୁ ସ୍ୱୀକୃତି ଦେବ

-ସମଗ୍ର ବିଶ୍ୱରେ କୃଷକମାନଙ୍କୁ ପ୍ରେରଣା ଏବଂ ସଶକ୍ତ କରିବା

-କୃଷିକୁ ଗ୍ଲାମରାଇଜ୍ କରିବ ଏବଂ ଚାଷରେ ଗର୍ବର ଭାବନା ସୃଷ୍ଟି କରିବା 

MC Dominic